ଶାହୀନବାଗ୍ ଆନ୍ଦୋଳନକାରୀ ରାସ୍ତାବନ୍ଦ…
ନୂଆଦିଲ୍ଲୀ: ସିଏଏ ଏବଂ ଏନଆରସି ମାମଲାରେ ଦିଲ୍ଲୀର ଶାହୀନବାଗ ଚାଲିଥିବା ଆନ୍ଦୋଳନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିପାରିବେ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ ହଟାଇବା…