‘ପିନାକ’ର ସଫଳ ପରୀକ୍ଷଣ
ବାଲେଶ୍ୱର: ୪୦ କି.ମି. ଲକ୍ଷ୍ୟଭେଦ କରି ପାରୁଥିବା ବହୁମୁଖୀ ରକେଟ୍ ଲଞ୍ଚର ‘ପିନାକ’ର ଆଜି ଦିନ ୧୨ଟାରେ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଆଜିର ବ୍ୟାବହାରିକ ପରୀକ୍ଷଣରେ ଏକ ଟ୍ରକ୍ରୁ ଏକା ଥରକେ ୧୨ଟି ରକେଟ୍ ଛଡ଼ା ଯାଇଥିଲା। ୧ କିଲୋଗ୍ରାମ ୨୫୦ ଗ୍ରାମ୍ ଓଜନର ବିସ୍ଫୋରକ ବହନ କରି ମାତ୍ର ୪୪…