Odisha Link
Bridging the Missing Links in Odisha
Browsing Tag

Rohit Sharma

ଟେଷ୍ଟ କ୍ରିକେଟ: ଖସିଲେ ବିରାଟ-ରୋହିତ,…

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଆଜି ଜାରି କରାଯାଇଛି ଟେଷ୍ଟ କ୍ରିକେଟର ସଦ୍ୟତମ ରାଙ୍କିଙ୍ଗ। ଯେଉଁଥିରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ଟେଷ୍ଟ କ୍ରିକେଟର ୩ଟି ଯାକ ର‍ାଙ୍କିଙ୍ଗରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଛନ୍ତି। ବ୍ୟାଟିଂ ରାଙ୍କିଙ୍ଗରେ ରୋହିତ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଟିମ୍‌…

ଓଏଲ୍‌ ବ୍ୟୁରୋ: ବାର୍ବାଡୋସରୁ ଭାରତ ଭାରତ ଫେରିଛନ୍ତି ବିଶ୍ୱ ବିଜେତା ଟିମ୍‌ ଇଣ୍ଡିଆ। ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ଦିଲ୍ଲୀରେ ପହଞ୍ଚିବା ପରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବିଶ୍ବ ବିଜେତା ଟିମ୍‌ର ଗୋଟିଏ ଝଲକ ପାଇବା ପାଇଁ ରାତିରୁ ବିମାନ ବନ୍ଦର ବାହାରେ ଭିଡ଼ ଜମାଇଥିଲେ ହଜାର ହଜାର…

କେବଳ ବିରାଟ-ରୋହିତ ନୁହେଁ; ଏହି ସବୁ…

ଓଏଲ୍‌ ବ୍ୟୁରୋ: ସରିଛି ଟି-୨୦ ବିଶ୍ବକପ୍‌ର ୯ମ ସଂସ୍କରଣ। ଦ୍ବିତୀୟ ଥର ପାଇଁ ଟି-୨୦ ଫର୍ମାଟରେ ବିଶ୍ବ ଚମ୍ପିଆନ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଏଥିସହିତ ରୋହିତ ଶର୍ମା ଓ ବିରାଟ କୋହଲି ଟି-୨୦ ଫର୍ମାଟରୁ ଅବସର ଘୋଷଣା କରି ସାରିଛନ୍ତି। ଯାହା କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଛି। କେବଳ ରୋ-କୋ ଅବସର ନେଇ…

ଗୋଟିଏ ମ୍ୟାଚରେ ରୋହିତଙ୍କ ୪ଟି ଦମଦାର…

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ। ତୃତୀୟ ଥର ପାଇଁ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପ୍ରବେଶ କଲା ଭାରତ। ଚଳିତ ବିଶ୍ବକପ୍‌ର ୨ୟ ସେମି ଫାଇନାଲ ମୁକାବିଲାରେ ଇଂଲଣ୍ଡ ଦଳକୁ ୬୮ ରନ୍‌ରେ ହରାଇଛି ଭାରତ। ଏଥିସହିତ ଅଧିନାୟକ ଭାବେ ୪୯ ତମ ମ୍ୟାଚ ଜିତି ଦୁନିଆର ସଫଳ ଟି-୨୦ ଅଧିନାୟକ…

ଆଇପିଏଲ୍‌ ପରେ ଟି-୨୦ ବିଶ୍ବକପ୍‌, ୩ଥର…

ଓଏଲ୍‌ ବ୍ୟୁରୋ: ମହମ୍ମଦ ସାମିଙ୍କ ବଲରେ ବାବର ଆଜମ ଲଙ୍ଗ୍‌ ଅନ୍‌ କ୍ଷେତ୍ରକୁ ଏକ ଶଟ୍‌ ଖେଳିଥିଲେ। ଆଉ ଦୁଇ ରନ୍‌ ନେଇ ଇତିହାସ ରଚିଥିଲେ। ୨୦୨୧ ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ବିପକ୍ଷରେ ୧୦ ଓ୍ବିକେଟରେ ବିଜୟ ହାସଲ କରିଥିଲା ପାକିସ୍ତାନ। ବିଶ୍ବକପ୍‌ ଇତିହାସରେ…

ଭାରତୀୟ ଦଳରୁ ବାଦ୍‌ ପଡ଼ିଲେ ଏହିସବୁ…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଭାରତୀୟ କ୍ରିକେଟ ବୋର୍ଡ ଆଜି ବିଶ୍ବକପ୍‌ ଅଭିଯାନ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ବିସିସିଆଇ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ…

ଟି-୨୦ ବିଶ୍ବକପ୍‌ : ଭାରତୀୟ ଦଳ ଘୋଷଣା…

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ବର୍ତ୍ତମାନ ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚାଲିଥିବା ବେଳେ ଭାରତୀୟ ଦଳ ଘୋଷଣା ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ଆଗାମୀ…

IND vs ENG: ଆଜିଠୁ ୫ମ ଟେଷ୍ଟ, ସମୁଦ୍ର…

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଶେଷ ମ୍ୟାଚ୍। ଧର୍ମଶାଳାରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ। ଟିମ୍‌ ଇଣ୍ଡିଆ ଟେଷ୍ଟ ସିରିଜ ଜିତି ସାରିଥିବା ବେଳେ ଶୃଙ୍ଖଳା ହାତଛଡ଼ା କରିସାରିଥିବା ଇଂଲଣ୍ଡ ପାଇଁ ପରାଜୟ ବ୍ୟବଧାନ କମାଇବାର ଶେଷ ସୁଯୋଗ ରହିଛି। ସେହିପରି ଭାରତ ୫ମ…

ଟି-୨୦ କ୍ରିକେଟରେ ରୋହିତଙ୍କ ବିଶ୍ବ…

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ବିଶ୍ବ ରେକର୍ଡ କଲେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା। ପ୍ରଥମ ଖେଳାଳି ଭାବେ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ୫ଟି ଶତକୀୟ ଇନିଂସ ଖେଳିଛନ୍ତି ରୋହିତ। ଆଫଗାନିସ୍ତାନ ବିପକ୍ଷରେ ଟି-୨୦ କ୍ୟାରିୟରର ୫ମ ଶତକ ମାରିଛନ୍ତି। ରୋହିତ ଶର୍ମା ଓ ରିଙ୍କୁ…

ଟି-୨୦ ବିଶ୍ବକପ୍‌ରେ କିଏ ହେବ ଭାରତର…

ଓଏଲ୍‌ ବ୍ୟୁରୋ: ଟି-୨୦ ବିଶ୍ବକପ୍‌ ଅଭିଯାନ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ଜୁନ୍‌ ପହିଲାରୁ ଫଟାଫଟ ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଭାରତ ତାର ଶେଷ ଅନ୍ତର୍ଜାତୀୟ ଟି-୨୦ ସିରିଜ ଆଫଗାନିସ୍ତାନ ସହିତ ଖେଳିବ। ଜାନୁଆରୀ ୧୧ରେ ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଆରମ୍ଭ କରିବ ଭାରତ।…