Odisha Link
Bridging the Missing Links in Odisha
Browsing Tag

Rolta Tech Park

ମୁମ୍ବଇରେ ଭୟାବହ ଅଗ୍ନିକାଣ୍ଡ

ମୁମ୍ବାଇ : ମୁମ୍ବାଇ ରୋଲଟା ଟେକନଲୋଜୀ ପାର୍କରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ନିଆଁ ୨ୟ ମହଲାର ରୋଲଟା କମ୍ପାନୀର ସର୍ଭର ରୁମରୁ ବ୍ୟାପିଛି।  ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ…