୫ ପର୍ଯ୍ୟଟନସ୍ଥଳୀରେ ହେବ ରୋପ୍ ଓ୍ବେ…
ଭୁବନେଶ୍ବର: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷପ ନେଇଛନ୍ତି। କପିଳାଶ, ନୃସିଂହନାଥ-ହରିଶଙ୍କର, ଧଉଳିଗିରି, ଭୀମକୁଣ୍ଡ, ପଞ୍ଚଲିଙ୍ଗେଶ୍ବର ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି।
ବର୍ଷକ ଭିତରେ ଏହି ୫ଟି ରୋପ୍ ୱେ ଲଗାଯିବ। ୧୪ ମାସରୁ ୧୬…