କାଲିଠୁ ପ୍ରେମ ସପ୍ତାହ
ଓଏଲ୍ ବ୍ୟୁରୋ: ବର୍ଷକ ପରେ ଖାସ୍ ପ୍ରେମୀଯୁଗଳଙ୍କ ପାଇଁ ଆସିଛି ପ୍ରେମ ସପ୍ତାହ। ବର୍ଷକର ଅପେକ୍ଷା ପରେ ଆସିଛି ପ୍ରେମୀ ଯୁଗଳଙ୍କ ପାଇଁ ବିଶେଷ ଦିନ ଭାଲେଣ୍ଟାଇନ୍ସ ଡେ’। ଚଳିତବର୍ଷର ପ୍ରେମ ସପ୍ତାହ ଆସନ୍ତକାଲି ଅର୍ଥାତ୍ ବୁଧବାରଠୁ ଆରମ୍ଭ ହେଉଛି। ଏ ନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ…