ଆତଙ୍କବାଦୀ ଆକ୍ରମଣରେ ୨ ସିଆରପିଏଫ୍ ଯବାନ…
ଜମ୍ମୁ କଶ୍ମୀର: ଆଜି ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆତଙ୍କୀ ଆକ୍ରମଣରେ ୫ ସିଆରପିଏଫ ଯବାନ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଶହୀଦ ହୋଇଛନ୍ତି ।
ପାମପୋର ବାଇପାସ୍ ନିକଟରେ ରୋଡ୍ ଓପେନିଂ ପାର୍ଟିଂସମୟରେ ଏହି ଆକ୍ରମଣ ହୋଇଥିଲା ।ଅନ୍ୟ ଗୁରୁତର ଯବାନଙ୍କୁ…