ବସ୍କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର…
ଭୁବନେଶ୍ବର: ଯାତ୍ରୀବାହୀ ବସ୍କୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା। ବସ୍କୁ ୫ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଜରିମାନା କରିଛନ୍ତି ଭୁବନେଶ୍ବର ଆର୍ଟିଓ-୨। ବସ୍ଟି କୋରାପୁଟରୁ ଭୁବନେଶ୍ବର ଚଳାଚଳ କରୁଥିଲା। ବସ୍ ନମ୍ବର - ଓଡି୧୦ଏଫ୍ ୦୪୦୯କୁ ଜରିମାନା କରିଛନ୍ତି ଭୁବନେଶ୍ବର ଆର୍ଟିଓ-୨।…