ଗାଁରେ ଘର କଲେ ନେବାକୁ ପଡ଼ିବ ଅନୁମତି
ଭୁବନେଶ୍ବର: ଏଣିକି ସହର ଭଳି ଗାଁ ଲୋକମାନଙ୍କୁ ମଧ୍ୟ ନିଜ ଘର କରିବା ପାଇଁ ଅନୁମତି ନେବାକୁ ପଡ଼ିବ। ଏନେଇ ସୂଚନା ଦେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ, ଗାଁରେ ଯେଉଁ ଲୋକମାନେ ଜି+୨ ବା ଦ୍ୱିତୀୟ ମହଲା ନିର୍ମାଣ କରିବେ ସେମାନଙ୍କୁ ଅନୁମତି ନେବାକୁ ପଡ଼ିବ। ନିଜ ନିଜର ପଞ୍ଚାୟତ ସମିତି…