ସବ୍ୟାର୍ଚ୍ଚିତାଙ୍କୁ ଭେଟିଲେ ବଲିଉଡ…
ଭୁବନେଶ୍ବର: ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ। ମହାପ୍ରଭୁଙ୍କ ଦର୍ଶନ ପରେ ବଲିଉଡ୍ ଅଭିନେତା ଗୋବିନ୍ଦା ଓଲିଉଡର ନୂତନ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଭେଟି ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମହାପ୍ରଭୁଙ୍କୁ ଦର୍ଶନ କରି…