Odisha Link
Bridging the Missing Links in Odisha
Browsing Tag

Sahid

ବଡ଼ ଅଘଟଣ: ଭାସିଗଲା ସେନା ଟ୍ୟାଙ୍କ, ୫…

ଓଏଲ୍‌ ବ୍ୟୁରୋ: ଏଲଏସିରେ ବଡ଼ ଅଘଟଣ। ଲଦାଖର ନଦୀରେ ଭାସିଗଲା ଭାରତୀୟ ସେନାର ଟ୍ୟାଙ୍କ। ଚୀନ୍ ସୀମାରେ ଏଲଏସିରେ ଅଭ୍ୟାସ ବେଳେ ହୋଇଛି ଏହି ବଡ଼ ଅଘଟଣ। ଫଳରେ ଏଥିରେ ୫ ଜଣ ଯାବାନରେ ସହିଦ ହୋଇଥିବା ସୂଚନା ମିଳିଛି। ଦୌଲତବେଗ ଓଲ୍ଡି ଅଞ୍ଚଳରେ ସେନାର ଯବାନ ଟ୍ୟାଙ୍କ ଅଭ୍ୟାସ କରୁଥିବା ବେଳେ ନଦୀରେ ଅଚାନକ…

ମାଓ ଆକ୍ରମଣ: ୩ ଯବାନ ସହିଦ; ୧୪ ଆହତ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏନ୍‌କାଉଣ୍ଟର ବେଳେ ନକ୍ସଲଙ୍କ ଆକ୍ରମଣରେ ୩ ଜଣ ସିଆରପିଏଫ୍‌ ଯବାନ ସହିତ ହୋଇଥିବା ବେଳେ ୧୪ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ଚିକିତ୍ସା…