ଓଡ଼ିଶା ଭୁବନେଶ୍ବରରେ ଜଳିଗଲା ବସ ଭୁବନେଶ୍ବର : ଆଜି ଭୁବନେଶ୍ବର ସ୍ଥିତ ସହିଦନଗରଠାରେ ଜଳିଗଲା ବସ । ବସଟି ହୁତହୁତ ହୋଇ ଜଳୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବସରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ । ବସରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ କରାଯାଇଛି ।