ଶାହୀନ ବାଗ ପ୍ରସଙ୍ଗରେ ମଧ୍ୟସ୍ଥି…
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଶାହୀନ ବାଗରେ ଚାଲିଥିବା ଆନ୍ଦୋଳନ ବିରୋଧରେ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି। ଆଜି ଶୁଣାଣି ବେଳେ ଜଷ୍ଟିସ ସଞ୍ଜୟ କିଷନ ଓ ଜଷ୍ଟିସ କେଏମ ଯୋଜେଫ କହିଛନ୍ତି, “ଆପଣମାନେ ଆନ୍ଦୋଳନ କରିପାରିବେ। ଏହା ଆପଣମାନଙ୍କର ଅଧିକାର। କିନ୍ତୁ ଆନ୍ଦୋଳନ ଆଳରେ ରାସ୍ତା ବନ୍ଦ…