ଆଇସିଏଆଇ ଇଣ୍ଟରମିଡିଏଟ୍ ପରୀକ୍ଷାରେ…
କଳାହାଣ୍ଡି: ସର୍ବଭାରତୀୟସ୍ତରରେ ଗୌରବ ଆଣିଲେ ଓଡ଼ିଆ ଝିଅ। ଆଇସିଏଆଇ ଇଣ୍ଟରମିଡିଏଟ ପରୀକ୍ଷାରେ ଟପ୍ପର ହେଲେ କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ। ତାଙ୍କ ପିତା ସୁନୀଲ କୁମାର ଅଗ୍ରୱାଲ ଜୁନାଗଡ଼ର ଜଣେ ବ୍ୟବସାୟୀ ଭାବେ କାମ କରନ୍ତି।
ସାଇନା ବାପାଙ୍କ କହିବା ଅନୁଯାୟୀ, ପରୀକ୍ଷା ପାଇଁ ତାଙ୍କ ଝିଅ ସାଇନା…