ସାଇନାଙ୍କ କରୋନା ରିପୋର୍ଟ ଭୁଲ, କାଲିଠୁ…
ନୂଆଦିଲ୍ଳୀ: ଥାଇଲ୍ୟାଣ୍ଡ ଓପନରେ ଆସନ୍ତା କାଲି ଖେଳିପାରନ୍ତି ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ବାଲ। ସାଇନା କରୋନା ପଜିଟିଭ୍ ନାହାନ୍ତି। ପ୍ରଥମେ ଯେଉଁ ରିପୋର୍ଟ ଆସିଥିଲା ତାହା ଭୁଲ ଥିଲା ବୋଲି ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆ (ବିଏଆଇ) ପକ୍ଷରୁ ସୂଚନା ମିଳିଛି। ପ୍ରଥମେ ଖବର ଆସିଥିଲା ସାଇନା…