Odisha Link
Bridging the Missing Links in Odisha
Browsing Tag

Salary

ଟିକା ନାହିଁ ତ ଦରମା ନାହିଁ

ପାଟନା: ଟିକା ନାହିଁ ତ ଦରମା ନାହିଁ। ଯେଉଁ ସରକାରୀ କର୍ମଚାରୀ କରୋନା ଟିକା ନେଇ ନାହାନ୍ତି ତାଙ୍କୁ ଦରମା ମିଳିବ ନାହିଁ। ଏଭଳି ଏକ ଅଜବ ନୋଟିସ ଜାରି କରିଛନ୍ତି ଜିଲ୍ଲା ଅଧିକାରୀ। ବିହାର ସାରଣର ଜିଲ୍ଲା ଅଧିକାରୀ ଡଃ.ନିଲେଶ ରାମଚନ୍ଦ୍ର ଦେବ ଏହି ନୋଟିସ ଜାରି କରିଛନ୍ତି। ଏହି ନୋଟିସରେ କୁହାଯାଇଛି,…

କରୋନା ହେଲେ ବେସରକାରୀ କର୍ମଚାରୀଙ୍କୁ…

ଉତ୍ତରପ୍ରଦେଶ: ଦେଶରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବେସରକାରୀ କର୍ମଚାରୀଙ୍କୁ କରୋନା ହେଲେ ମିଳିବ ୨୮ ଦିନର ଛୁଟି ସହ ଦରମା। ଆଜି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି,…

ଦିଲ୍ଲୀ ସରକାର, ବିଜ୍ଞାପନ ଓ ଦରମା

ଏକଥା ସତ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଙ୍କ ସରକାରଙ୍କର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ଏଥିପାଇଁ ସେମାନେ ସରକାରୀ କର୍ମଚାରୀଙ୍କୁ ଦରମା ଦେବା କଷ୍ଟକର ହୋଇ ପଡ଼ିଛି। ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଓ ସ୍ପଷ୍ଟ ଶବ୍ଦରେ ଏକଥା କହିଛନ୍ତି। ଅଧିକାଂଶ ବିଷୟରେ…

ବର୍ଷକ ପାଇଁ ପ୍ରତି ମାସର ୩୦% ଦରମା ଦାନ…

ନୂଆଦିଲ୍ଲୀ: ବର୍ଷକ ପାଇଁ ନିଜ ଦରମାର ୩୦ ପ୍ରତିଶତ ମହାମାରୀ କରୋନା ମୁକାବିଲା ପାଇଁ ଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନେଇ ସେ ଘୋଷଣା କରିଛନ୍ତି। ଏଥିସହିତ ଭ୍ରମଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବର୍ଷକ ପର୍ଯ୍ୟନ୍ତ କାଟଛାଣ୍ଟ କରିଛନ୍ତି। ଗତ ମାର୍ଚ୍ଚରେ ସେ ଗୋଟିଏ ମାସ ଦରମା…

କରୋନା ଦରମାକାଟ୍: ବାବୁ ପାଇବେ ୫୦% ,…

ଭୁବନେଶ୍ବର: ରାଜ୍ୟରେ କରୋନା ମୁକାବିଲା ପାଇଁ ଅର୍ଥର ଘୋର ଆବଶ୍ୟକତା ଥିବା ବେଳେ ଲକ୍‌ଡାଉନ୍‌ କାରଣୁରୁ ରାଜ୍ୟ ଅର୍ଥନୀତି ମଧ୍ୟ ବେଶ୍‌ ପ୍ରଭାବାିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କାର୍ଯ୍ୟରତ ଭାରତୀୟ ସେବା ଅଧିକାରୀ ଓ ବିଭିନ୍ନ ପଦରେ ଥିବା…

କରୋନା ରିଲିଫ୍‌ ପାଇଁ ୩ ମାସର ଦରମା ଦେବେ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ବିଜୁ ଜନତା ଦଳର ବିଧାୟକ ଓ ସାଂସଦମାନେ ଗୋଟିଏ ୩ ମାସର ଦରମା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌ (କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିବେ। ଓଡ଼ିଶାରେ କରୋନା ଭୂତାଣୁ ବିରୋଧରେ ଲଢ଼େଇରେ ବ୍ୟାପକ ଅର୍ଥର ଆବଶ୍ୟକତାକୁ ଦୃଷ୍ଟି ଦେଇ ମୁଖ୍ୟମନ୍ତ୍ରୀ…