ଆସନ୍ତା ମାର୍ଚ୍ଚ-ଏପ୍ରିଲ୍ରେ ହେବ…
ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ-ଏପ୍ରିଲ୍ରେ ହେବ ସ୍ପେକ୍ଟ୍ରମ ନିଲାମ। ଏଥିପାଇଁ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଯେଉଁ ପ୍ରସ୍ତାବ ଦେଇଥିବା ବେଳେ ଟେଲିକମ୍ ବିଭାଗ ଅନୁମୋଦନ ପ୍ରଦାନ କରିଛି। ସ୍ପେକ୍ଟ୍ରମ ନିଲାମରୁ ୫ ଲକ୍ଷ ୨୨ ହଜାର ୮୫୦ କୋଟି ଟଙ୍କା ମିଳିବ ବୋଲି ଆଶା ରଖାଯାଇଛି।…