Odisha Link
Bridging the Missing Links in Odisha
Browsing Tag

Samir Ranjan Dash

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ରେଜଲ୍ଟ:…

ଭୁବନେଶ୍ୱର: ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ଅମ୍ପନ ପାଇଁ ପରୀକ୍ଷା ଖାତା ମୂଲ୍ୟାୟନ ଘୁଞ୍ଚିଛି। ଆଜି କିମ୍ବା କାଲି ସନ୍ଧ୍ୟା ସୁଦ୍ଧା…

ମାଟ୍ରିକ ପରୀକ୍ଷା ଖାତା ଦେଖା ସ୍ଥଗିତ

ଭୁବନେଶ୍ବର: ମହାବାତ୍ୟା "ଅମ୍ପାନ୍"କୁ ନଜରରେ ରଖି ପୁଣି ଥରେ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା। ଫଳରେ ମାଟ୍ରିକ ଖାତା ଦେଖା ସ୍ଥଗିତ କଲା ଗଶଶିକ୍ଷା ବିଭାଗ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୁଣି କେବେ ଖାତା ଦେଖା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି।…

ବଢ଼ିବ ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର:…

ଭୁବନେଶ୍ବର: ବଦଳିଲା ମାଟ୍ରିକ ଖାତା ମୂଲ୍ୟାୟନ ରଣନୀତି। ହାଇକୋର୍ଟଙ୍କ ନର୍ଦ୍ଦେଶ ପରେ ରଣନୀତି ବଦଳାଇଲା ଗଣଶିକ୍ଷା ବିଭାଗ। ଏଣିକି ୧୦କିଲୋମିଟର ମଧ୍ୟରେ ଖାତା ଦେଖା କେନ୍ଦ୍ର ବଢାଇବା ପାଇଁ ନିଷ୍ପତି ନିଆଯାଇଛି। ଅର୍ଥାତ ମାଟ୍ରିକ ଖାତା ମୂଲ୍ୟାୟନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯେପରି ୧୦…

ଲକ୍‌ଡାଉନ୍ ପରେ ଯୁକ୍ତ ଦୁଇ ପରୀକ୍ଷା:…

ଭୁବନେଶ୍ବର: ମହାମରୀ କରୋନାକୁ ପ୍ରତିହତ କରିବା ପାଇଁ ୩ମେ ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍। ଲକ୍‌ଡାଉନ୍‌ ଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇ ପାରିନାହିଁ। ହେଲେ ଏହାରି ମଧ୍ୟରେ ରାଜ୍ୟରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଲକ୍‌ଡାଉନ୍ ଉଠିବାର ୭ ଦିନ ଭିତରେ ହିଁ ହେବ…

ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ:…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍‌ ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାରି ମଧ୍ୟରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେଉଥିବାରୁ ପିଲାମାନେ କିପରି ପାଠ ପଢିବେ ସେ ନେଇ…

ଦୀକ୍ଷା ଆପ୍‌ ଦ୍ବାରା ଅନଲାଇନରେ ପାଠ…

ଭୁବନେଶ୍ବର: ମହାମାରୀ କରୋନାର ମୁକାବିଲା କରିବା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍‌ଡାଉନ୍। ଏଥିସହିତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ହେଲେ ଅନଲାଇନ ମାଧ୍ୟମରରେ ପାଠ ପଢ଼ିବେ ରାଜ୍ୟର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ। ଚଳିତ ବର୍ଷ ଦଶମ ଶ୍ରେଣୀକୁ ଉତିର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତେ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍ ଯୋଗୁଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଏଥିସହ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ହୋଇପଡ଼ିଛି। ଏହାରିମଧ୍ୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। କରୋନା କାରଣରୁ ଚଳିତଥର ପ୍ରଥମରୁ…

ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ରଛାତ୍ରୀ,…

ଭୁବନେଶ୍ୱର: ରାଜ୍ୟ ସରକାର ରାଜ୍ୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ କୋମଳମତି ଶିଶୁମାନଙ୍କୁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି ରାଜ୍ୟ ସରକାର। ଏହା…

ଯାଜପୁର ଜିଲା ମହୋତ୍ସବରେ ଯୋଗ ଦେବେ ସୋନୁ…

ଯାଜପୁର: ଆସନ୍ତା କାଲି ଉଦଘାଟତ ହେବ ୮ ତମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉଦଘାଟନ କରିବେ। ଏଥିସହିତ ଜିଲାର…

ଏକକ ପ୍ରଶ୍ନପତ୍ର ତ୍ରୁଟି ବିଚ୍ୟୁତି…

ଭୁବନେଶ୍ବର: ଏକକ ପ୍ରଶ୍ନ ପତ୍ରରେ ଦେଖା ଯାଇଥିବା ତ୍ରୁଟି ବିଚ୍ୟୁତି ସଂପର୍କରେ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣିଶକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଡି, ଓେପପାଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟି…