ଜାତୀୟ ମୁଖ୍ୟ ଭିଜିଲାନ୍ସ କମିଶନର ହେଲେ…
ନୂଆଦିଲ୍ଲୀ: ଆଜି କେନ୍ଦ୍ରୀୟ ଭିଜିଲାନ୍ସ୍ର ନୂତନ କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି ସଞ୍ଜୟ କୋଠାରୀ। ରାଷ୍ଟ୍ରପତି ଭବନରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ଆଜି ସକାଳ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ଏକ ସମାରୋହରେ ସଞ୍ଜୟ କୋଠାରୀ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି…