ଆଇପିଏଲ ୨୦୨୪: ଏଲିମିନେଟର ମୁକାବିଲାରେ…
ଓଏଲ୍ ବ୍ୟୁରୋ: ଶେଷ ପର୍ଯ୍ୟାୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୭ତମ ସଂସ୍କରଣ। ଆଜି ଚଳିତ ସିଜିନର ଏଲିମିନେଟର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ହାଇଭୋଲଟେଜ ମୁକାବିଲା ଗୁଜରାଟର ଅହମଦାବାଦ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ରୟାଲ୍ସ ଟସ୍…