ମାର୍ଗଶୀର ଗୁରୁବାରରେ ଘରେ ବଜାନ୍ତୁ ଶଙ୍ଖ
ମାର୍ଗଶୀର ମାସ ଧାର୍ମିକ ମାସ ତଥା ମା’ଲକ୍ଷ୍ମୀଙ୍କ ମାସ ବୋଲି କୁହାଯାଏ। ଏହି ମାସର ମହତ୍ତ୍ୱ ସହ ବାସ୍ତୁ ଅନୁଯାୟୀ ମଧ୍ୟ ବିଶେଷତ୍ୱ ରହିଛି। ଏହି ମାସରେ ମା’ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଖୁବ ଶୁଭଙ୍କର ବୋଲି କୁହାଯାଏ।। ଏହାଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଏହି ମାସରେ…