କରୋନା ମୁକାବିଲା: ଅପରାହ୍ନରେ ଗଞ୍ଜାମ…
ଭୁବନେଶ୍ବର: କରୋନା କବଳରେ ସାରା ଓଡ଼ିଶା। ଦୈନିକ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ରାଜ୍ୟର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସବୁଠୁ ଅଧିକା। ହେଲେ ଏବେ କିଛିଦିନ ହେବ ଗଞ୍ଜାମରେ କରୋନା ଗ୍ରାଫ୍ ଟିକେ ତଳମୁହାଁ ହୋଇଛି। ଏସବୁ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର…