ପଞ୍ଚାୟତ ଅର୍ଥ ଚଳୁ ଅଭିଯୋଗରେ ଗିରଫ…
ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ପିପିଳିଆ ପଞ୍ଚାୟତ ପିଇଓ ଏବଂ ସରପଞ୍ଚ ଉଭୟ ମିଳିତ ଭାବେ ପଞ୍ଚାୟତକୁ ଆସିଥିବା ସରକାରୀ ଅର୍ଥକୁ ଆତ୍ମସାତ୍ କରିଥିବା ଅଭିଯୋଗ ଆସିଛି। ଘଟଗାଁ ବ୍ଲକ୍ ପ୍ରଶାସନ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବା ପାଇଁ ଗତ କିଛି ଦିନ ତଳେ ପଞ୍ଚାୟତକୁ ଯାଇ କୌଣସି…