Odisha Link
Bridging the Missing Links in Odisha
Browsing Tag

Sasmit Patra

CMRF ଓ PM CARESକୁ ୨ କୋଟି ୪ ଲକ୍ଷ…

ଭୁବନେଶ୍ବର: ସାରା ଦେଶକୁ କରୋନା ସଂକ୍ରମଣର ଭୟ ବ୍ୟାପିଥିବା ବେଳେ ଏହାର ମୁକାବିଲା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରଚୁର ଅର୍ଥ ଆବଶ୍ୟକତା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(CMRF) ଅଧିନରେ ସ୍ବତନ୍ତ୍ର କୋଭିଡ୍‌-୧୯ ପାଣ୍ଠି ଗଠନ ହୋଇଥିବା ବେଳେ କେନ୍ଦ୍ର…

ରାଜ୍ୟସଭା: ରଙ୍ଗେଇଲୁଣ୍ଡା ପ୍ରସଙ୍ଗ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ବ୍ରହ୍ମପୁରର ବିକାଶ ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ରଙ୍ଗେଇଲୁଣ୍ଡାରେ ଥିବା ଏୟାର ଷ୍ଟ୍ରିପର ବିକାଶ ପ୍ରସଙ୍ଗ ଉଠାଇଛନ୍ତି। ରଙ୍ଗେଇଲୁଣ୍ଡାରେ ଥିବା ଏୟାରଷ୍ଟ୍ରିପକୁ ପ୍ରୟାଗରାଜ (ପୂର୍ବ ଆହ୍ଲାବାଦ) ରେ କରାଯାଇଥିବା ପରି ସମ୍ପୂର୍ଣ୍ଣ ବିମାନ ବନ୍ଦରରେ ପରିଣତ କରିବାକୁ…

ସସ୍ମିତ ପାତ୍ର ହେଲେ ଅଫିସ୍ ଅଫ୍ ପ୍ରଫିଟ୍…

ନୂଆଦିଲ୍ଲୀ: ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ମିଳିଛି ନୂଆ ଦାୟିତ୍ବ। ଅଫିସ୍ ଅଫ୍ ପ୍ରଫିଟ୍ ଯୁଗ୍ମ କମିଟିର ସଦସ୍ୟ ରୂପେ ରାଜ୍ୟସଭାର ବିଜେଡି ସାଂସଦ ସସ୍ମିତ ପାତ୍ର ନିର୍ବାଚିତ ହୋଇଛନ୍ତି। ସସ୍ମିତଙ୍କ ସମେତ ରାଜ୍ୟସଭାର ଆଉ ୫ ଜଣ ସଦସ୍ୟ ମଧ୍ୟ ଏହି କମିଟିର ସଦସ୍ୟ ରୂପେ ନିର୍ବାଚିତ…

ବାତ୍ୟା ପ୍ରଭାବିତ ରାଜ୍ୟ ପାଇଁ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସ୍ପେଶାଲ ଫୋକସ୍‌ ଷ୍ଟାଟସ୍‌ ରାଜ୍ୟ କଥା ଉଠାଇଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ପ୍ରାୟ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା, ଆନ୍ଧ୍ରପ୍ରଦେଶ ରାଜ୍ୟ ଭଳି ଦେଶରେ ଯେତିକି ରାଜ୍ୟ ଅଛି ସେହି ରାଜ୍ୟ ଗୁଡ଼ିକୁ ସ୍ପେଶାଲ ଫୋକସ୍‌ ଷ୍ଟାଟସରେ…

ରାଜ୍ୟସଭା କାର୍ଯ୍ୟକାଳ: ସସ୍ମିତ ୩ ବର୍ଷ,…

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ବିଜେଡ଼ିର ୨ ପାର୍ଥୀ ଏବଂ ବିଜେପିର ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡ଼ି ସୁପ୍ରିମୋ ନବୀନଙ୍କ ଉପସ୍ଥିତିରେ ବିଜେଡ଼ି ପ୍ରାର୍ଥୀ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏପଟେ ବିଜେପି ପ୍ରାର୍ଥୀ ଅଶ୍ବିନୀ…

ରାଜ୍ୟସଭା ଉପନିର୍ବାଚନ: ବିଜେଡ଼ିରୁ ଅମର ଓ…

ଭୁବନେଶ୍ୱର: ରାଜ୍ୟର ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ପାଇଁ ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ। ଘୋଷଣା କରିଥିବା ୩ଟି ନାମ ମଧ୍ୟରୁ ୨ଟି ଆସନ ଶାସକ ବିଜୁ ଜନତା ଦଳ ପକ୍ଷରୁ ଦଳର ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ସେଲ୍‌ର ମୁଖ୍ୟ ତଥା ପୂର୍ବତନ ଆକାଉଣ୍ଟାଣ୍ଟ୍‌ ଜେନେରାଲ୍‌ ଅମର…

କର୍ମୀଙ୍କୁ ଉତ୍ସାହିତ କରିବାକୁ ମିଛ…

ଭୁବନେଶ୍ୱର: ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି। ବିଜେପି ସ୍ଥିତି ଦେଖି ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଅମିତ ଶାହା ଗୁଡାଏ ମିଛ କହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।…