ରବିବାରଠୁ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ…
ଓଏଲ୍ ବ୍ୟୁରୋ: ରବିବାରଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ସାତକୋଶିଆ। ଜାନୁଆରୀ ୬,୭ ଓ ୮ ତାରିଖରେ ସାତତକୋଶିଆରେ କୁମ୍ଭୀର ଗଣନା ହେବ। ଏହାକୁ ନଜରରେ ରଖି କାଲିଠୁ ଉଭୟ ପର୍ଯ୍ୟଟକ ଓ ମତ୍ସ୍ୟଜୀବୀଙ୍କୁ ସାତକୋଶିଆ ମନା ରହିଛି। ଏହିପରି ପକ୍ଷୀ ଗଣନା ପାଇଁ ୧୭ ଓ ୧୮ ତାରିଖ ମହାନଦୀରେ ବୋଟିଂ ବନ୍ଦ ରହିବ…