କରୋନା ଟିକା ନେଲେ ସାଉଦି ପ୍ରିନ୍ସ
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସାରା ବିଶ୍ବବାସୀଙ୍କୁ ହନ୍ତସନ୍ତ କରି ସାରିଲାଣି। ଏସବୁ ମଧ୍ୟରେ ବିଶ୍ବର କିଛି ଦେଶରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମଧ୍ୟ ମିଳିଛି। ଯାହାକୁ ନେଇ ଚିନ୍ତିତ ବିଶ୍ବବାସୀ। ଅପରପକ୍ଷେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ବିନ୍ ସଲମାନ୍ କରୋନା ଟିକାର ପ୍ରଥମ…