ଏସ୍ସିବିରେ ତିଆରି ହେବ ୩ ହଜାର ଶଯ୍ୟା…
କଟକ: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ନିର୍ମାଣ ହେବ ୩ ହଜାର ଶଯ୍ୟା ବିଶିଷ୍ଟ ବିଶ୍ବସ୍ତରୀୟ ୱାର୍ଡ।ଏହା ମହାନଦୀ ରିଂ’ ବନ୍ଧରୁ ଏସ୍ସିବି ଓ ବୋସ ଇଞ୍ଜିନିୟରିଙ୍ଗ ସ୍କୁଲ ମଧ୍ୟରେ ରହିଥିବା ଅଞ୍ଚଳରେ ନିର୍ମାଣ ହେବ। ଏହି ୱାର୍ଡରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ରହିବ। ଗତ କାଲି…