‘ବାସ୍ତବ ଇଣ୍ଡିଆ’ର ସଭାପତି…
ଓଏଲ୍ ବ୍ୟୁରୋ : ଛାତ୍ରବୃତ୍ତି ଦେବା ଉଦ୍ଦେଶ୍ୟରେ ୪ କୋଟି ଟଙ୍କା ଠକେଇ। ବାସ୍ତବ ଇଣ୍ଡିଆର ସଭାପତି ଓ ସଂପାଦକଙ୍କୁ ଗିରଫ କରାଯାଇଛି ୪ କୋଟି ଟଙ୍କା ଠକେଇ ଅଭିଯୋଗରେ। ଉଭୟଙ୍କୁ ଗତ ୧୧ ତାରିଖରେ ରାଞ୍ଚିରୁ ଗିରଫ କରାଯାଇଥିବାବେଳେ ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଗିରଫ କରି ଟ୍ରାଞ୍ଜିଟ୍…