Odisha Link
Bridging the Missing Links in Odisha
Browsing Tag

school open

ଆଜୁଠୁ ଖୋଲିଲା ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ୍। କରୋନା କଟକଣା କାରଣରୁ ଦୀର୍ଘ ୯ ମାସ ପରେ ସ୍କୁଲ୍ ଖୋଲାଯାଇଛି। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି। କରୋନା ସଂକ୍ରମଣକୁ ନଜର ରଖି ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ହୋଇଛି। ପ୍ରତି…

ଜାନୁଆରୀ ୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ : କରୋନା ସଂକ୍ରମଣ କାରଣରୁ ଦେଶରେ ଅନେକ ସ୍କୁଲ ବନ୍ଦ କରା ଯାଇଥିଲା। ବର୍ତ୍ତମାନ ଅନେକ ସ୍ଥାନରେ ସ୍କୁଲ, କଲେଜ ଖୋଲା ହେବାପାଇଁ ଆଲୋଚନା ଚାଲିଛି। ତେବେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ…

ଖୋଲିବ ସ୍କୁଲ: ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ବହୁ ଦିନର କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଶେଷରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଲେ ରାଜ୍ୟ ସରକାର। ନଭେମ୍ବର ମାସରେ ହିଁ ଖୋଲିବ ସ୍କୁଲ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ନବମରୁ ଦ୍ୱାଦଶ ଯାଏଁ…

କରୋନା କଟକଣା ମଧ୍ୟରେ ଏହି ସବୁ ରାଜ୍ୟରେ…

ନୂଆଦିଲ୍ଲୀ: ଆଜିଠାରୁ ଦେଶର ଅନେକ ସ୍ଥାନରେ ସ୍କୁଲ ଖୋଲିଛି। କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗାଇଡଲାଇନ୍ ପାଳନ ସହ ଆଜିଠୁ ସ୍କୁଲ ଖୋଲିଛି। ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ସିକ୍କିମରେ ଆଜିଠାରୁ ସ୍କୁଲ ଖୋଲିଛି। ରାଜ୍ୟ ସରକାର ସ୍କୁଲ ଖୋଲିବା ନେଇ ନିର୍ଦ୍ଦେଶାବଳୀ…

ରାଜ୍ୟରେ ଖୋଲିପାରେ ସ୍କୁଲ!

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ରାଜ୍ୟରେ ଖୋଲିପାରେ ସ୍କୁଲ! ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ କରୁଛନ୍ତି ରାଜ୍ୟ ସରକାର। କରୋନା ପାଇଁ ପାଖାପାଖି ୬ ମାସ ହେବ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିଛି। ଏତେଦିନ ସ୍କୁଲ ଗୁଡିକ ବନ୍ଦ ଥିବାରୁ କ୍ୟାମ୍ପସ୍ ସଫେଇ ଓ ଭିତିଭୂମି ସଜାଡ଼ିବାକୁ…

ସ୍କୁଲ ଖୋଲିବା ନେଇ କଣ କହିଲେ ଶିକ୍ଷା…

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରରେ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ…

ଆଂଶିକ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ରର…

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆଶିଂକ ସ୍କୁଲ୍‌ ଖୋଲିବା ନେଇ କେନ୍ଦ୍ରର ନିର୍ଦ୍ଦେଶାବଳୀ। ସ୍କୁଲ ଗୁଡ଼ିକରେ ନବମ ରୁ ଦ୍ୱାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜାରି…