ଖୋଲା ଆକାଶ ତଳେ ୯୦ ସ୍କୁଲ୍ !
ଭୁବନେଶ୍ବର: ଖୋଲା ଆକାଶ ତଳେ ଚାଲିଛି ରାଜ୍ୟର ୯୦ଟି ସ୍କୁଲ୍। ଆଜି ବିଧାନସଭାରେ ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ସରକାରର ସ୍କୁଲ୍ ସ୍ଥିତି ନେଇ ଚକିତକାରୀ ତଥ୍ୟ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ରାଜ୍ୟର ୯୦ଟି ପ୍ରାଥମିକ ସ୍କୁଲରେ ଆଦୌ ଶ୍ରେଣୀଗୃହ ନାହିଁ। ୧୫୫ଟି ସ୍କୁଲ୍ର ନିଜସ୍ବ…