ସମୁଦ୍ରରେ ଲୀନ ହୋଇଯିବ ଦେଶର ୧୨ ସହର,…
ନୂଆଦିଲ୍ଲୀ: ୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପାଣିରେ ବୁଡ଼ିଯିବ। ଅର୍ଥାତ୍ ଆଉ ୭୯ ବର୍ଷ ପରେ ସମୁଦ୍ର ଗର୍ଭରେ ଲୀନ ହେବ ଦେଶର ପ୍ରମୁଖ ୧୨ ସହର। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର…