Odisha Link
Bridging the Missing Links in Odisha
Browsing Tag

Sea Beach

୨ ରୁ ୪ ମିଟର ଜୁଆର ଉଠିପାରେ, ଏଭଳି ଆକଳନ…

ଭୁବନେଶ୍ବର: ମାଡ଼ି ଆସୁଛି ବାତ୍ୟା ୟାସ୍। ଉପକୂଳ ମୁହାଁ ହେଉଛି ବାତ୍ୟା ୟାସ୍। ବାତ୍ୟାର ପ୍ରଭାବ ବିଶେଷ ଭାବେ ରାଜ୍ୟର ୪ ଜିଲ୍ଲାରେ ପଡ଼ିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହିତ ବାତ୍ୟାର ପ୍ରଭାବରେ ସମୁଦ୍ରରେ ୨ ରୁ ୪ ମିଟର ଜୁଆର ଆସିବା ସମ୍ଭାବନା ରହିଛି।…

ପୁରୀ ବେଳାଭୂମିରେ ଅଜଣା ଜନ୍ତୁ,…

ପୁରୀ: ପୁରୀ ବେଳାଭୂମିରେ ଅଜଣା ଜନ୍ତୁଦେଖି ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଆତଙ୍କିତ ହୋଇଯାଇଛନ୍ତି । ଆଜି ଦିନ ୧୧ଟା ସମୟରେ ଏକ ଅଜଣା ଜନ୍ତୁ ନିଳାଦ୍ରୀ ବିଚ୍ ସମୁଦ୍ର ଜଳରେ ଭାସୁଥିଲା। ସେଠାରେ ମୁତୟନ ଥିବା ଲାଇଫ୍ ଗାର୍ଡମାନେ ଅଜଣା ଜନ୍ତୁଟିକୁ ସମୁଦ୍ର ଭିତରୁ ବହୁ କଷ୍ଟରେ ଉଦ୍ଧାର କରି ସମୁଦ୍ରକୂଳ…

ସମୁଦ୍ରରୁ ଦମ୍ପତ୍ତିଙ୍କୁ ଉଦ୍ଧାର କଲେ…

ପୁରୀ: ସମୁଦ୍ରରେ ଲହଡିରେ ଭାସି ଯାଉଥିବାବେଳେ ଦେବଦୂତ ସାଜି ଜୀବନ ବଞ୍ଚାଇଲେ ଲାଇଫ ଗାର୍ଡ। ଏଭଳି ଘଟଣା ଘଟିଛି ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମି ନିକଟରେ। ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଆସିଥିବା ୨ ଦମ୍ପତି ସମୁଦ୍ରରେ ଗାଧୋଉଥିଲେ ହଠାତ୍ ଏକ ବଡ଼ ଲହଡି ଆସିବାରୁ ୪ ଜଣ ଭାସି ଯାଇଥିଲେ। ସେହି ସମୟରେ…

ବଡ଼ଦିନ: ସ୍ୟାଣ୍ଡଆର୍ଟରେ ବିଶ୍ବବାସୀଙ୍କୁ…

ପୁରୀ: ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ ପୁରୀ ବେଳାଭୂମିରେ ନିଆରା ଢଙ୍ଗରେ ବାଲୁକା କଳା ପ୍ରଦର୍ଶନ ହୋଇଛି। ଏହି ବାଲୁକା କଳାକୁ ପ୍ରଦର୍ଶନ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ମେ ଫେୟାର ବେଳାଭୂମିରେ ସୁଦର୍ଶନ…