ଭୁବନେଶ୍ୱର ଏମ୍ସରେ ମେଡିକାଲ ପାଠ୍ୟକ୍ରମ…
ଭୁବନେଶ୍ୱର: ଭୁବନେଶ୍ୱତ ସ୍ଥିତ ଏମ୍ସ ମେଡିକାଲ କଲେଜରେ ଚଳିତ ବର୍ଷ ଏମବିବିଏସ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୧୦୦ରୁ ୧୨୫କୁ, ନର୍ସିଂ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୬୦ରୁ ୭୫କୁ ଏବଂ ପାରାମେଡିକାଲ ପାଠ୍ୟକ୍ରମ ପାଇଁ ସିଟ୍ ସଂଖ୍ୟା ୩୫ରୁ ୪୬କୁ ବୃଦ୍ଧି କରାଯାଇଛି।
କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି…