ଅମାନିଆ ହେଲେ ଲୋକ, ୬୩୭ ଗାଡ଼ି ସିଜ୍ କଲା…
ଭୁବନେଶ୍ବର: ଭୁବନେଶ୍ବରରେ ୪୮ ଘଣ୍ଟିଆ ସଟ୍ଡାଉନ୍ ପରେ ରବିବାର ରାତି ୮ଟା ପରଠୁ ଲକ୍ଡାଉନ୍ ପୂର୍ବଭଳି ବଳବତ୍ତର ରହିଛି। ହେଲେ ପୁଣିଥରେ ଲୋକମାନେ ଅମାନ୍ୟ ହୋଇ ଗାଡ଼ି ଚଳାଚଳ କରିଛନ୍ତି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ବିନା କାରଣରେ କିଛି ଲୋକ ବାହାରେ ବୁଲୁଛନ୍ତି। ତେବେ କମିଶନରେଟ୍…