ବିଷ ଝାଡ଼ିବାକୁ ହସପିଟାଲ ପରିସରରେ…
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ରରେ ସାପ କାମୁଡ଼ା ବିଷ ଭଲ ହେବା ପାଇଁ ମେଡ଼ିକାଲ ପରିସରରେ ଚାଲିଛି ଝଡାଫୁଙ୍କା। ଝଡ଼ାଫୁଙ୍କା କରୁଛନ୍ତି ଖୋଦ ସ୍ୱାସ୍ଥ୍ୟ କର୍ମୀ। ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଦୟାନିଧି ନାୟକ କରୁଛନ୍ତି ଚିକିତ୍ସା।…