ରାଜ୍ୟରେ ସେବା ସପ୍ତାହ ଆରମ୍ଭ କଲେ…
ଭୁବନେଶ୍ବର: ରାଜ୍ୟ ବିଜେପି ଓଡ଼ିଶାରେ ସେବା ସପ୍ତାହ ଉଦଘାଟନ କରିଛି। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ଭରତପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବା ସପ୍ତାହ ଉଦଘାଟନ କରି ଆରମ୍ଭ କରିଛନ୍ତି। ସେବା ସପ୍ତାହର ଲକ୍ଷ୍ୟ ରହିଛି…