ମୁଁ ବିଜେଡି ସଂପାଦକ, ତୁ ମୋର….
କେନ୍ଦ୍ରାପଡ଼ା: ଯୌନ ଉତ୍ପୀଡ଼ନର ଅଭିଯୋଗ ପରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁ ଏହିଭଳି ଭାଷାରେ ଧମକ ଦେଉଛନ୍ତି। ଏ ସମ୍ପର୍କରେ ଖୋଦ ପୀଡ଼ିତା ନିଜ ଜୀବନରେ ଘଟିଥିବା କରୁଣ କାହାଣୀ ବଖାଣିଛନ୍ତି।
ପୀଡ଼ିତା ଅଭିଯୋଗ କରିଛନ୍ତି, ପ୍ରମୋଦ ସାହୁ ସର୍ବଦା ମୋତେ ଯୌନ…