ମାମଲାର ଚାର୍ଜସିଟ୍ ଦାଖଲ କରିପାରୁନି…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଥାନାରେ ‘ମୋ ସରକାର’ ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଭିଯୋଗକାରୀ ଯେପରି ହଇରାଣ ଥାନାରେ ହେବେନାହିଁ ହେଲେ ପୋଲିସ କିନ୍ତୁ ରୁଜୁ ହୋଇଥିବା ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ଅସମର୍ଥ। ଯେଉଁ ଥାନାରୁ ଏହି ଯୋଜନା ଆରମ୍ଭ ହୋଇଥିଲା ସେହି ଥାନାରେ ୪ ବର୍ଷ ହେଲା ଦେଢ଼ ହଜାର…