Odisha Link
Bridging the Missing Links in Odisha
Browsing Tag

Shaheen Bagh

ସର୍ବସାଧାରଣ ସ୍ଥାନରେ ପ୍ରତିବାଦ ମନା:…

ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ପ୍ରତିବାଦ ମନା। ଦିଲ୍ଲୀର ଶାହିନ୍ ବାଗରେ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ନେଇ କରାଯାଇଥିବା ବିରୋଧ ପ୍ରଦର୍ଶନ ଉପରେ ସୁପ୍ରିମକୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ଯେ, ଶାହିନ୍ ବାଗ କିମ୍ବା ଅନ୍ୟ ସର୍ବସାଧାରଣ ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଘୁଞ୍ଚିଲା ଶାହୀନବାଗ ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ଶାହୀନବାଗ ଶୁଣାଣି। ନୂଆଦିଲ୍ଲୀ ଶାହୀନବାଗ ହିଂସା ନେଇ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି। ମାର୍ଚ୍ଚ ୨୩ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ହିଂସା ଦୁର୍ଭାଗ୍ୟଜନକ, ଏବେ ଶୁଣାଣିର ସମୟ ନୁହେଁ। ହିଂସା ଜାରି ଥିବା…

ଶାହୀନ ବାଗରୁ ମୋଦିଙ୍କୁ ଭାଲେଣ୍ଟାଇନ୍ସ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାହୀନ ବାଗରେ ଦୀର୍ଘ ୨ ମାସ ଧରି ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀ ମାନେ ଆଜି ମୋଦିଙ୍କୁ ଶାହୀନ ବାଗକୁ ନିମନ୍ତ୍ରଣ କରିଛନ୍ତି। ଭାଲେଣ୍ଟାଇନ୍ସ ଡେ’ ହୋଇଥିବାରୁ ମୋଦି ଶାହୀନ ବାଗ ଆନ୍ଦୋଳନକାରୀଙ୍କ ପାଖକୁ ଆସି ଏହାକୁ ପାଳନ କରନ୍ତୁ ବୋଲି ସେମାନେ…

ଶାହୀନବାଗ୍ ଆନ୍ଦୋଳନକାରୀ ରାସ୍ତାବନ୍ଦ…

ନୂଆଦିଲ୍ଲୀ: ସିଏଏ ଏବଂ ଏନଆରସି ମାମଲାରେ ଦିଲ୍ଲୀର ଶାହୀନବାଗ ଚାଲିଥିବା ଆନ୍ଦୋଳନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକାରୀ ରାସ୍ତା ବନ୍ଦ କରିପାରିବେ ନାହିଁ। ହେଲେ ଆନ୍ଦୋଳନକାରୀଙ୍କୁ ହଟାଇବା…

ଘୁଞ୍ଚିଲା ଶାହୀନବାଗ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଘୁଞ୍ଚିଲା ସୁପ୍ରିମକୋର୍ଟରେ ହେବାକୁ ଥିବା ଦିଲ୍ଲୀ ଶାହୀନବାଗ ଆନ୍ଦୋଳନର ଶୁଣାଣି। ଆସନ୍ତାକାଲି ଦିଲ୍ଲୀ ବିଧାନସଭା ଭୋଟ ଥିବାରୁ ଶୁଣାଣିକୁ ଘୁଞ୍ଚାଯାଇଛି। ଆଜି ଶୁଣାଣି ହେଲେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ଏଥପାଇଁ କୋର୍ଟ ଏହି ଆବେଦନର ଶୁଣାଣି ସୋମବାରକୁ…