CAA ଦେଶର ମୁସଲିମଙ୍କ ଉପରେ କୌଣସି…
ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳୁଛି ତ ଆଉ କିଛି ସ୍ଥାନରେ ସମର୍ଥନ ଦେଖିବାକୁ ମିଳୁଛି।। ଏହାରି ମଧ୍ୟରେ ସିଏଏକୁ ନେଇ ମୁହଁ ଖୋଲିଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ।
ସେ ଆଜି କହିଛନ୍ତି ଯେ, ଦେଶର…