ଆରବିଆଇର ନିଷ୍ପତ୍ତି : ଅପରିବର୍ତ୍ତିତ…
ନୂଆଦିଲ୍ଲୀ: ଶେଷ ହେଲା ମନିଟାରି ପଲିସି କମିଟି’ର ୨୪ତମ ବୈଠକ। ୩ଦିନ ଧରି ଚାଲିଥିବା ଏହି ବୈଠକର ଶେଷ ଦିନରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ମୁଦ୍ରାନୀତି ସମ୍ପର୍କରେ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କୋଭିଡ଼ ୧୯ ସ୍ଥିତିକୁ ଆଖିଆଗରେ…