HDFC ବ୍ୟାଙ୍କ୍ର ୨ କୋଟି ଅଂଶଧନ…
ଓଏଲ୍ ବ୍ୟୁରୋ: କରୋନା କବଳରେ ସାରା ବିଶ୍ବ ଆକ୍ତାମକ୍ତା ହେଉଥିବା ବେଳେ ସେୟାର୍ ବଜାର ବି ଫିକା ପଡ଼ିଯାଇଛି। ବହୁ ବ୍ୟବସାୟର ଅଂଶଧନ ମୂଲ୍ୟ ବେଶ୍ କମି ଯାଇଥିବା ବେଳେ ଏହାର ଫାଇଦା ନେଇଛି ଚୀନ୍। ଏହି ମଉକାରେ ଏଚ୍ଡିଏଫ୍ସି ବ୍ୟାଙ୍କର ୧ କୋଟି ୭୫ ଲକ୍ଷ ଅଂଶଧନ କିଣିଛି ଚୀନ୍ର ପ୍ରମୁଖ ବ୍ୟାଙ୍କ…