ଦିଲ୍ଲୀ: ୮ ରାଉଣ୍ଡ ଗୁଳି ଚଳାଇଥିବା…
ନୂଆଦିଲ୍ଲୀ: ଗତକାଲି ଉତ୍ତରପୂର୍ବ ଦିଲ୍ଲୀର ମୌଜପୁରରେ ସିଏଏ ବିରୋଧୀ ଓ ସପକ୍ଷବାଦୀ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ସୋମବାର ସିଏଏ ବିରୋଧୀ ଆନ୍ଦୋଳନକାରୀ ଏବଂ ସିଏଏ ସମର୍ଥକଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ…