ବାଂଲାଦେଶ: ମାତ୍ର ୨ ମାସ ମଧ୍ୟରେ…
ଓଏଲ୍ ବ୍ୟୁରୋ: ସାରା ବିଶ୍ବରେ ଏବେ ବାଂଲାଦେଶ ଦଙ୍ଗାର ଖବର। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶେଖ୍ ହସିନା ବାଂଲାଦେଶ ମାଟି ଛାଡ଼ିବା ପରେ ବି ଥମୁନି ହିଂସା। ଆଜି ବି ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭକାରୀ ଭଙ୍ଗାରୁଜା କରିବା ସହିତ ପ୍ରଦର୍ଶନ ଜାରି ରଖିଛନ୍ତି। ତକାଲି ଶେଖ ହସିନାଙ୍କ ଦଳର ଜଣେ…