କଟକର ସେଲ୍ଟର ଛକର ରାସ୍ତା ରୋକ କଲେ…
କଟକ: କଟକର ସେଲ୍ଟର ଛକରେ ମହିଳାମାନେ ରାସ୍ତାରୋକ କରିଛନ୍ତି । ସେମାନେ ଏହି ରାସ୍ତା ରୋକ ଜମିଜମା ବିବାଦକୁ ନେଇ କରିଥିବାର ସୂଚନା ମିଳିଛି। ମହିଳାମାନେ ଅଭିଯୋଗ ଆଣିଛନ୍ତି କି ଗତକାଲି ରାତିରେ ସେହି ଅଞ୍ଚଳର କିଛି ଯୁବକଙ୍କୁ ପୁଲିସ ଉଠାଇ ନେଇଥିଲା ।
ସେମାନେ ଉକ୍ତ ଜମିରେ ଗତ ୫୦ ବର୍ଷ ହେବ…