ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଞ୍ଜୁରୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ୟାବିନେଟ ବୈଠକ। ବୈଠକରେ ନୂଆ ଶିକ୍ଷାନୀତିକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ନୂଆ ଶିକ୍ଷାନୀତିର ସବିଶେଷ ବିବରଣୀ ଆଜି ପ୍ରକାଶ ପାଇବ। ୧୯୮୬ ମସିହାରେ ଆସିଥିବା ଶିକ୍ଷା ନୀତି ୧୯୯୨ରେ ସଂଶୋଧନ କରାଯାଇଥିଲା।…