ପାକିସ୍ତାନୀ ପତାକା ଜାଳିଲେ ଶିବସେନା…
ଓଏଲ୍ ବ୍ୟୁରୋ : ଭାରତ ମାତା କି ଜୟ ନାରା ଦେଲେ ଶିବସେନା ସମର୍ଥକ। ପାକିସ୍ତାନ ମୁର୍ଦ୍ଦାବାଦ୍ , ଆତଙ୍କବାଦ ହାଏ ହାଏ କହି ପାକିସ୍ତାନୀ ପତାକାକୁ ଜାଳିଲେ ଶିବସେନା ସମର୍ଥକ। ଦେଶରୁ ଆତଙ୍କୀଙ୍କ ଠାରୁ ଦୂରେଇ ରଖିଥିବା ପୁଲିସ୍ କର୍ମୀଙ୍କୁ ଧନ୍ୟବାଦ ଦେବା ସହ ସୁରକ୍ଷାକର୍ମୀଙ୍କ ପାଇଁ ଶାନ୍ତିର ନିଦରେ…