ଉତ୍ତର ପ୍ରଦେଶ ନିର୍ବାଚନ: ଭୁଲିଲେ ବାଦ…
ଲକ୍ଷ୍ମୌ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ଆଉ ମାତ୍ର କିଛିଟା ମାସ ପରେ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ଏସବୁ ମଧ୍ୟରେ ଉତ୍ତରପ୍ରଦେଶରୁ ଆସିଛି ବଡ଼ ଖବର। ଉତ୍ତରପ୍ରଦେଶ ରାଜନୈତିକ ପାଣିପାଗରେ…