ଆଜି ବର୍ଷର ସବୁଠୁ ଛୋଟ ଦିନ
ଓଏଲ୍ ବ୍ୟୁରୋ: ଆଜି ହେଉଛି ବିର୍ଷର ସବୁଠୁ ଛୋଟ ଦିନ। ଚଳିତ ବର୍ଷ ଡିସେମ୍ବର ୨୧ରେ ସବୁଠୁ ଛୋଟ ଦିନ ଦେଖିବାକୁ ପାଇଛନ୍ତି ବିଶ୍ୱବାସୀ। ଗୋଟିଏ ବର୍ଷର ସବୁଠୁ ଛୋଟ ଦିନକୁ ୱିଣ୍ଟର ସଲଷ୍ଟାଇସ କହନ୍ତି। ଆଜି ଭୁବନେଶ୍ବରରେ ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ରହିବ। ସେହିପରି ରାତି ସମୟ…