କୋଡ଼ିଏଟି କରୋନା କାହାଣୀ
କୋଡ଼ିଏଟି କରୋନା କାହାଣୀ
ଗୌତମବୁଦ୍ଧ ଦାସ
ସାଙ୍ଗ
ଲକ୍ଡାଉନ୍ ପରେ ବହୁ କଷ୍ଟରେ ଟ୍ରକ୍ ଡାଲାରେ ବସି ହାଇଦ୍ରାବାଦରୁ ଫେରିଥିବା କାଳିଆ ମୁହଁ ସଞ୍ଜବେଳେ ଗାଁରେ ପଶିବା ବେଳକୁ ରାସ୍ତା ଉପେର ବାଉଁଶ ଲଗା ହୋଇ ବନ୍ଦ କରାଯାଇଥିବା ଦେଖି କାବା ହୋଇଗଲା। ବ୍ୟାରିକେଡ୍ ସେପଟେ ମୁହଁରେ ରୁମାଲ୍…